summaryrefslogtreecommitdiff
path: root/extensions/ConfirmEdit/i18n/or.json
diff options
context:
space:
mode:
authorLuke Shumaker <lukeshu@sbcglobal.net>2016-05-01 15:30:02 -0400
committerLuke Shumaker <lukeshu@sbcglobal.net>2016-05-01 15:30:02 -0400
commit1de335ad3f395ca6861085393ba366a9e3fb4a0d (patch)
treef1fdd326034e05177596851be6a7127615d81498 /extensions/ConfirmEdit/i18n/or.json
parent9c75fa8ff6d4d38ef552c00fef5969fb154765e8 (diff)
parentf6d65e533c62f6deb21342d4901ece24497b433e (diff)
Merge commit 'f6d65'
# Conflicts: # skins/ArchLinux/ArchLinux.php
Diffstat (limited to 'extensions/ConfirmEdit/i18n/or.json')
-rw-r--r--extensions/ConfirmEdit/i18n/or.json25
1 files changed, 25 insertions, 0 deletions
diff --git a/extensions/ConfirmEdit/i18n/or.json b/extensions/ConfirmEdit/i18n/or.json
new file mode 100644
index 00000000..1b6c5f87
--- /dev/null
+++ b/extensions/ConfirmEdit/i18n/or.json
@@ -0,0 +1,25 @@
+{
+ "@metadata": {
+ "authors": [
+ "Jnanaranjan Sahu",
+ "Psubhashish",
+ "Shisir 1945"
+ ]
+ },
+ "captcha-edit": "ଏହି ପୃଷ୍ଠାଟିକୁ ବଦଳାଇବା ନିମନ୍ତେ, ତଳେ ଥିବା ସହଜ ଅଙ୍କଟିର ସମାଧାନ କରନ୍ତୁ ଓ ଘରଟିରେ ଫଳାଫଳ ଦିଅନ୍ତୁ ([[Special:Captcha/help|ଅଧିକ ଜାଣନ୍ତୁ]]):",
+ "captcha-desc": "CAPTCHA କାରିଗରି ଉପାୟରେ ସ୍ପାମ ଓ ପାସବାର୍ଡ଼ ରକ୍ଷା କରିଥାଏ ।",
+ "captcha-label": "କାପ୍‌ଚା",
+ "captcha-addurl": "ଆପଣଙ୍କ ସମ୍ପାଦନାରେ ନୂଆ ବାହାର ଲିଙ୍କ ରହିଛି ।\nଏହି ଉଇକିରେ ଆପେଆପେ ହେଉଥିବା ସ୍ପାମର ପ୍ରତିରୋଧ କରିବା ନିମନ୍ତେ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ବଦଳକୁ ସାଇତିବା ପାଇଁ ତଳେ ଥିବା ଗଣିତର ସମାଧାନ କରନ୍ତୁ ଓ ତଳେ ଥିବା ଘରେ ଉତ୍ତର ଦିଅନ୍ତୁ ([[Special:Captcha/help|ଅଧିକ ବିବରଣୀ]]):",
+ "captcha-badlogin": "ଏହି ଉଇକିରେ ଆପେଆପେ ହେଉଥିବା ପାସବାର୍ଡ଼ ପରଖକୁ ପ୍ରତିରୋଧ କରିବାରେ ସାହାଯ୍ୟ କରିବା ନିମନ୍ତେ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ତଳେ ଥିବା ସରଳ ଗଣିତର ସମାଧାନ କରନ୍ତୁ ଏବଂ ଉତ୍ତରକୁ ବାକ୍ସରେ ଲେଖନ୍ତୁ ([[Special:Captcha/help|ଅଧିକ ସୂଚନା]]):",
+ "captcha-createaccount": "ଏହି ଉଇକିରେ ଆପେଆପେ ଖାତାଗୁଡିକର ତିଆରିକୁ ପ୍ରତିରୋଧ କରିବାରେ ସାହାଯ୍ୟ କରିବା ନିମନ୍ତେ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ତଳେ ଥିବା ସରଳ ଗଣିତର ସମାଧାନ କରନ୍ତୁ ଏବଂ ଉତ୍ତରକୁ ବାକ୍ସରେ ଲେଖନ୍ତୁ ([[Special:Captcha/help|ଅଧିକ ସୂଚନା]]):",
+ "captcha-createaccount-fail": "ନିଶ୍ଚିତ କରିବା କୋଡ଼ଟି ଭୁଲ ଅଛି ବା ମୂଳରୁ ନାହିଁ ।",
+ "captcha-create": "ଏହି ପୃଷ୍ଠାଟିକୁ ତିଆରିବା ନିମନ୍ତେ, ତଳେ ଥିବା ସହଜ ଅଙ୍କଟିର ସମାଧାନ କରନ୍ତୁ ଓ ଘରଟିରେ ଫଳାଫଳ ଦିଅନ୍ତୁ ([[Special:Captcha/help|ଅଧିକ ଜାଣନ୍ତୁ]]):",
+ "captcha-sendemail": "ଏହି ଉଇକିରେ ଆପେଆପେ ହେଉଥିବା ସ୍ପାମକୁ ପ୍ରତିରୋଧ କରିବାରେ ସାହାଯ୍ୟ କରିବା ନିମନ୍ତେ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ତଳେ ଥିବା ସରଳ ଗଣିତର ସମାଧାନ କରନ୍ତୁ ଏବଂ ଉତ୍ତରକୁ ବାକ୍ସରେ ଲେଖନ୍ତୁ ([[Special:Captcha/help|ଅଧିକ ସୂଚନା]]):",
+ "captcha-sendemail-fail": "ନିଶ୍ଚିତ କରିବା କୋଡ଼ଟି ଭୁଲ ଅଛି ବା ମୂଳରୁ ନାହିଁ ।",
+ "captcha-disabledinapi": "ଏହି କାମଟି ପାଇଁ ଏକ କ୍ୟାପଚା ଦରକାର, ଏହା API ଦେଇ କେଭେହେଁ ହୋଇପାରିବ ନାହିଁ ।",
+ "captchahelp-title": "CAPTCHA ସହଯୋଗ",
+ "captchahelp-cookies-needed": "ଏହି କାମଟି କରିବା ପାଇଁ ଆପଣଙ୍କ ବ୍ରାଉଜରରେ କୁକି ସଚଳ କରିବାକୁ ପଡ଼ିବ ।",
+ "captchahelp-text": "ଏହି ଉଇକି ପରି ଜନସାଧାରଣଙ୍କ ଠାରୁ ଲେଖା ଗ୍ରହଣ କରୁଥିବା ସାଇଟ ସବୁରେ ବହୁବାର ସ୍ପାମମାନେ ଆପେଆପେ ନିଜ ନିଜର ଉପକରଣ ମାଧ୍ୟମରେ ଅଦରକାରୀ ଲିଙ୍କମାନ ଦେଇଥାନ୍ତି ।\nଯଦିଓ ସ୍ପାମ ଲିଙ୍କ ସବୁ ହଟାଇଦିଆଯାଇ ପାରିବ ସେସବୁ ବହୁ ଅସୁବିଧା ତିଆରି କରିଥାଏ ।\n\nବେଳେବେଳେ, ବିଶେଷ କରି ଏକ ପୃଷ୍ଠାରେ ନୂଆ ୱେବ ଲିଙ୍କ ଦେଲାବେଳେ ଉଇକିଟି ଆପଣଙ୍କୁ ଏକ ରଙ୍ଗିନ ବା ଭଙ୍ଗାରୁଜା ଲେଖା ଦେଖାଇ ଆପଣଙ୍କୁ ତାହାକୁ ଟାଇପ କରିବାକୁ କହିଥାଏ ।\nଯେହେତୁ ଏହି କାମକୁ ମଣିଷ ବିନା ଆପେଆପେ କରିବା ସମ୍ଭବପର ନୁହେଁ, ଏହି ବାସ୍ତବ ମଣିଷମାନଙ୍କୁ ଲେଖିବାରେ ସହଯୋଗ କରିଥାଏ ଓ ସ୍ପାମର ଓ ବାକି ରୋବଟ ଆକ୍ରମଣକୁ ପ୍ରତିହତ କରିପାରେ ।\n\nଅପରାପକ୍ଷେ ଏହା ସୀମିତ ଦୃଷ୍ଟିଥିବା ବା ଲେଖା କିମ୍ବା କଥା କୁହ ବ୍ରାଉଜର ବ୍ୟବହାର କରୁଥିବା ସଭ୍ୟମାନଙ୍କୁ ଅସୁବିଧାରେ ପକାଇଥାଏ ।\nଅଧୁନା ଏଠାରେ ଧ୍ୱନିଚଳିତ ବିକଳ୍ପଟିଏ ଦେଇନାହୁଁ ।\nଆପଣଙ୍କୁ ଉପଯୁକ୍ତ ଲେଖା ଦେବାରେ ସହଯୋଗ କରିବା ନିମନ୍ତେ ଦୟାକରି [[Special:ListAdmins|ସାଇଟ ପରିଛା]]ମାନଙ୍କୁ ଯୋହଗାଯୋଗ କରନ୍ତୁ ।\n\nଆପଣଙ୍କ ବ୍ରାଉଜରରେ ଥିବା 'back' ଚିପି ପୃଷ୍ଠା ସମ୍ପାଦକକୁ ଲେଉଟିଯାନ୍ତୁ ।",
+ "captcha-addurl-whitelist": " #<!—ଏହି ଧାଡ଼ିଟି ଯେମିତି ଅଛି ସେମିତି ଛାଡ଼ି ଦିଅନ୍ତୁ --> <pre>\n# ତଳେ ସିଣ୍ଟାକ୍ସଟି ଦିଆଗଲା:\n# * ଧାଡ଼ିର ଶେଷରେ \"#\" ଚିହ୍ନ ଦିଆଥିବା ସବୁକିଛି ଏକ ମତାମତ\n# * ପ୍ରତିଟି ଅଣ-ଖାଲି ଧାଡ଼ି ଏକ regex ଖଣ୍ଡ ଯାହା କେବଳ URL ବାହାରେ ଥିବା ହୋଷ୍ଟ ମାନଙ୍କ ସଙ୍ଗେ ମେଲ ଖାଇଥାଏ\n #</pre> <!-- ଏହି ଧାଡ଼ିଟି ଯେମିତି ଅଛି ସେମିତି ଛାଡ଼ି ଦିଅନ୍ତୁ -->",
+ "right-skipcaptcha": "CAPTCHA ଭିତରେ ନଯାଇ CAPTCHA ଦେଇ ସଞ୍ଚାଳିତ କାମ କରିବେ"
+}